Voice of Eastern India

ଗାଧୋଇବା ବେଳେ ବନ୍ୟା ସ୍ରୋତରେ ଭାସିଗଲେ ନାବାଳିକା, ଗଛ ଧରି ରକ୍ଷା କଲେ ସାହସୀ ଯୁବକ


ପଟ୍ଟାମୁଣ୍ଡାଇ ୧।୮: ଗାଧୋଇବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ନାବାଳିକା । ବନ୍ୟା ଜଳରେ ନାବାଳିକା ଭାସିଯିବା ସମୟରେ ଗାଁର ଯୁବକ ମାନେ ନାବାଳିକାଙ୍କୁ ଉଦ୍ଧାର କରି ଗୋଟେ ଗଛ ଧରି ରହିଯାଇଥିଲେ । ପରେ ଆଳି ଅଗ୍ନିଶମ ବାହିନୀ ଓ ବନ ବିଭାଗ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ଗାଁର ଛାମୁଆ ବନ୍ଧ ନିକଟ ରିଂ ବନ୍ଧ ତଳେ ବନ୍ୟାଜଳ ପ୍ରବାହିତ ହେଉଥିଲା । ବନ୍ୟାର […]



Source link

Leave A Reply

Your email address will not be published.