Voice of Eastern India

ମକର ରାଶି ବ୍ୟକ୍ତିଙ୍କ କାମରେ ପରିଶ୍ରମ ବଢ଼ିବ, ଧନ ଲାଭ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ରହିବ


ମେଷ– କାମରେ ଗତି ଆସିବ। ଚାକିରିରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରର ସହଯୋଗ ରହିବ। ପ୍ରେମ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଯାତ୍ରାରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ ହେବ।

ବୃଷ– ଆର୍ଥିକ ଲାଭର ଯୋଗ ରହିଛି। ଶିକ୍ଷାରେ ଉନ୍ନତି ହେବ। କାମରେ ପ୍ରଶଂସା ପାଇବେ। ପରିବାରରେ ଖୁସି ରହିବ। ପ୍ରେମ ସୁଖମୟ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଯୋଜନା ସଫଳ ହେବ। ସମ୍ମାନ ବଢ଼ିବ।

ମିଥୁନ– କିଛି ଚିନ୍ତା ରହିପାରେ। କାମରେ ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିବ। ପରିବାରରେ ମତଭେଦ ହୋଇପାରେ। ପ୍ରେମରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟ ଧରିବା ଆବଶ୍ୟକ। ଅନାବଶ୍ୟକ ଯାତ୍ରା ରହିପାରେ।

କର୍କଟ– କିଛି ସମସ୍ୟା ରହିପାରେ। କାମରେ ବିଳମ୍ବ ହେବ। ଧନ ଲାଭ କମ୍ ରହିବ। ପରିବାରରେ ଅଶାନ୍ତି ହୋଇପାରେ। ପ୍ରେମରେ ସମସ୍ୟା ଆସିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଘାତ ବାରର ପ୍ରଭାବ ରହିବ। ମନୋବଳ କମିପାରେ।

ସିଂହ– ଧନ ଲାଭ ହେବ। କାମରେ ସଫଳତା ମିଳିବ। ନୂଆ କାମ ଆରମ୍ଭ ହେବ। ପରିବାରର ସହଯୋଗ ରହିବ। ପ୍ରେମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ମାନସିକ ଶାନ୍ତି ରହିବ। ମିତ୍ରଙ୍କ ସହଯୋଗ ମିଳିବ।

କନ୍ୟା– କାମରେ ଚାପ ରହିପାରେ। ଧନ ଖର୍ଚ୍ଚ ବଢ଼ିବ। ପରିବାରରେ ଅସନ୍ତୋଷ ହେବ। ପ୍ରେମରେ ଭୁଲ ବୁଝାମଣା ହୋଇପାରେ। ସ୍ୱାସ୍ଥ୍ୟ ଖ୍ୟାତି ରଖନ୍ତୁ। ଅନାବଶ୍ୟକ ବିବାଦ ରହିବ। କାର୍ଯ୍ୟରେ ବିଳମ୍ବ ହେବ। ଧୈର୍ଯ୍ୟ ଧରନ୍ତୁ।

ତୁଳା– ଭାଗ୍ୟ ସହଯୋଗ କରିବ। କାମରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ଖୁସି ରହିବ। ପ୍ରେମ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ମାନ ବଢ଼ିବ। ନୂଆ ସୁଯୋଗ ମିଳିବ।

ବିଛା– ସତର୍କ ରହିବା ଆବଶ୍ୟକ। କାମରେ ବିଳମ୍ବ ହେବ। ଧନ ନଷ୍ଟ ହୋଇପାରେ। ପରିବାରରେ ମନମାଳିନ୍ୟ ହୋଇପାରେ। ପ୍ରେମରେ ସମସ୍ୟା ରହିବ। ଘାତ ବାରର ପ୍ରଭାବ ରହିବ। ଯାତ୍ରା ବିଳମ୍ବ ହେବ।

ଧନୁ– ଉନ୍ନତିର ଦିନ ରହିବ। ଚାକିରିରେ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ସମ୍ମାନ ମିଳିବ। ପ୍ରେମ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଘାତ ଚନ୍ଦ୍ରର ପ୍ରଭାବ ରହିବ। ଧନ ବ୍ୟୟ ବଢ଼ିପାରେ।

ମକର– କାମରେ ପରିଶ୍ରମ ବଢ଼ିବ। ଧନ ଲାଭ ହେବ କିନ୍ତୁ ଖର୍ଚ୍ଚ ରହିବ। ପରିବାରରେ ସମସ୍ୟା ହୋଇପାରେ। ପ୍ରେମରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସାବଧାନତା ଆବଶ୍ୟକ। କାମରେ ଚାପ ରହିବ। ଧୀରେ ଆଗେଇବେ।

କୁମ୍ଭ– ନୂଆ ଯୋଜନା ସଫଳ ହେବ। ଚାକିରିରେ ପ୍ରଗତି ହେବ। ବ୍ୟବସାୟରେ ଲାଭ ହେବ। ପରିବାରରେ ସମ୍ମାନ ମିଳିବ। ପ୍ରେମ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ମନୋବଳ ବଢ଼ିବ। ଆର୍ଥିକ ସ୍ଥିତି ଭଲ ହେବ।

ମୀନ– ମିଶ୍ର ଫଳ ମିଳିବ। କାମରେ ବାଧା ଆସିପାରେ। ଧନ ଲାଭ ସାଧାରଣ ରହିବ। ପରିବାରରେ ଶାନ୍ତି ରହିବ। ପ୍ରେମ ଜୀବନ ସାଧାରଣ ରହିବ। ଘାତ ଚନ୍ଦ୍ରର ପ୍ରଭାବ ରହିବ। ମନରେ ଚିନ୍ତା ବଢ଼ିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.