କୋରାପୁଟ ୨୯।୧୦: କୋଟିଆ ପ୍ରସଙ୍ଗକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଲା ସର୍ବଦଳୀୟ ବୈଠକ । ଜିଲ୍ଲା ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ କୋଟିଆର ସୁରକ୍ଷା ଓ ବିକାଶକୁ ନେଇ ହୋଇଛି ଆଲୋଚନା । ଆସନ୍ତା ୫ ତାରିଖରେ କୋଟିଆରେ ହେବାକୁ ଥିବା ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ସହ କୋଟିଆ ମାଟିର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ […]
Source link
