ଅଭିନେତା ଶରଦ କପୁର। ଯିଏକି ଦିନେ ଶାହାରୁଖ ଖାନ ଓ ହ୍ରିତିକ ରୋଶନଙ୍କ ପରି ଅଭିନେତାଙ୍କ ସହ ଫିଲ୍ମରେ କାମ କରି ଥିଲେ । ବର୍ତ୍ତମାନ ଏକ ଦୁଃଖଦ ସ୍ଥିତି ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତା ଜଣକ ତାଙ୍କର ଚାରୋଟି ପୋଷା କୁକୁର ଠାରୁ ବିଦାୟ ନେଉ ଥିବାର ନଜର ଆସୁଛନ୍ତି । ଏହାକୁ ଦେଖି ତାଙ୍କର ଫ୍ୟାନ୍ସମାନେ ତାଙ୍କର ବ୍ୟକ୍ତିଗତ ପରିସ୍ଥିତି […]
Source link
