Voice of Eastern India

T-20 World Cup 2026: ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ, ଋଚାଙ୍କ ବିସ୍ଫୋରକ ବ୍ୟାଟିଂ, ପାକିସ୍ତାନକୁ ଏତିକି ଟାର୍ଗେଟ୍ ଦେଲା ଭାରତ

<!–

–>

ଟି-୨୦ ମହିଳା ବିଶ୍ଵକପରେ ଭାରତ ଆଜି ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିଛି। ଏଜବାଷ୍ଟନରେ ଖେଳା ଯାଉଥିବା ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍ ହରାଇ ୧୭୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି।

Published By: Deepak – Prameya-News7 Bureau |
June 14, 2026 08:48 PM

NEWS7

<!–

–>

<!–

ଏଜବାଷ୍ଟନ: ଟି-୨୦ ମହିଳା ବିଶ୍ଵକପରେ ଭାରତ ଆଜି ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିଛି। ଏଜବାଷ୍ଟନରେ ଖେଳା ଯାଉଥିବା ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍ ହରାଇ ୧୭୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ସ୍ମୃତି ମନ୍ଧାନା ୬୮ ରନର ଦମଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ୩୬ ରନ ଓ ଋଚା ଘୋଷ ଶେଷ ଆଡ଼କୁ ୩୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ପାକିସ୍ତାନ ସମ୍ମୁଖରେ ରହିଛି ୧୭୧ ରନର ବିଜୟ ଲକ୍ଷ୍ୟ।

Updating…

Source link

Source link

Leave A Reply

Your email address will not be published.