Voice of Eastern India

ବିଜେଡି ଛାଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା


ସୋନପୁର ୧୭।୬: ବିଜେଡି ଛାଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା । ଜିଲ୍ଲା ଉପସଭାପତି ପଦ ସହିତ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ସୂଚନା । ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବା ସୂଚନା ଦେଲେ କିଶୋର ହୋତା । ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଦଳ ଛାଡ଼ିଥିବା କହିଲେ । ଆଗକୁ ଅନ୍ୟ କୌଣସି ଦଳକୁ ଯିବା ନେଇ କିଛି ନିଷ୍ପତ୍ତି ନେଇ ନଥିବା କହିଛନ୍ତି ।

୨୦୨୨ ମସିହାରେ ବିଜେଡିରେ ଯୋଗ ଦେଇ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ କାମ କରିଥିଲେ । ତେବେ ଆଗାମୀ ଦିନରେ କେଉଁ ଦଳକୁ ଯିବେ ତାହା ବର୍ତ୍ତମାନ ନିଷ୍ପତ୍ତି ନେଇ ନାହିଁ ବୋଲି କହିଛନ୍ତି ।

Source link



Source link

Leave A Reply

Your email address will not be published.