Voice of Eastern India

ନେପାଳ ବନ୍ୟା: ଏବେବି ୫ ଓଡ଼ିଆ ନିଖୋଜ, କେନ୍ଦ୍ର ଓ ନେପାଳ ସରକାର ସହ ଯୋଗାଯୋଗ


ପୁରୀ ୨୮।୮: ନେପାଳରେ ଘଟିଥିବା ଭୟଙ୍କର ଜଳପ୍ରଳୟରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୭୨ ଛୁଇଁଛି । ୧୬ ଶହରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଯାହା ଭିତରେ ଅଛନ୍ତି ୨୯୦ରୁ ଅଧିକ ଭାରତୀୟ । ନିଖୋଜଙ୍କ ଭିତରେ ଅଛନ୍ତି ୩୦ ଦେଶର ନାରଗିକ । ଆମେରିକାର ୬୩ ଜଣ ଓ କାନାଡ଼ାର ୨୫ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନରୁ ମୃତଦେହ ମିଳିବାରେ ଲାଗିଛି । ଅନେକ ଲୋକ ନିଖେଳ ଥିବାରୁ […]



Source link

Leave A Reply

Your email address will not be published.