ମୁମ୍ବାଇ: ଭାରତର କ୍ରୁଜ୍ ପର୍ଯ୍ୟଟନ ଶିଳ୍ପ ପାଇଁ ବଡ଼ ଖବର । କାର୍ଡିଲିଆ କ୍ରୁଜ୍ର ଦ୍ବିତୀୟ ବିଶାଳ ଜାହାଜ ‘କାର୍ଡିଲିଆ ସ୍କାଏ’ ମୁମ୍ବାଇ ବନ୍ଦରରେ ପହଞ୍ଚିଛି । ଭାରତୀୟ ପର୍ଯ୍ୟଟକଙ୍କ କ୍ରୁଜ୍ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ଲାଗି କମ୍ପାନୀ ଏହି ପଦକ୍ଷେପ ନେଇଛି । ତେବେ ଭାରତରେ କାର୍ଡିଲିଆ କ୍ରୁଜ୍ର ଜାହାଜ ସଂଖ୍ୟା ଦ୍ବିଗୁଣିତ ହୋଇଛି । ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ କର୍ଡିଲିଆ କ୍ରୁଜ୍ ନିଜର ପ୍ରଥମ ଜାହାଜ କାର୍ଡିଲିଆ ଏମ୍ପ୍ରେସ୍ ଭାରତରେ […]
Source link
