ଉଦଳା ୮।୮: ନାବାଳିକାଙ୍କୁ ଅପହରଣ । ପରେ ଦୁଷ୍କର୍ମ । ଦୁଷ୍କର୍ମ ବେଳର ଭିଡିଓ କଲେ ଭାଇରାଲ୍ । ଅଭିଯୁକ୍ତ ଯୁବକକୁ ଧରିପକାଇଲା ପୋଲିସ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ଯୁବକଙ୍କୁ ଅଟକ ରଖି ଛାନଭିନ ଜାରି ରଖିଛି ପୋଲିସ । ପୂରା ଘଟଣା ଥିଲା ଏମିତି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କୁନା ସିଂ ନାମକ ଜଣେ ଯୁବକ ଅପହରଣ କରି ନେଇଥିବା ନେଇ […]
Source link
