ନୂଆଦିଲ୍ଲୀ : ଫ୍ଲାଇଦୁବାଇ ବିମାନର କକପିଟରେ ଘଟିଥିବା ଆକ୍ରମଣ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ବଞ୍ଚାଇଥିଲେ ଶତାଧିକ ଜୀବନ । ଆଉ ଏବେ ସେହି ବୀରତ୍ବର ମିଳିଛି ବଡ଼ ପରିଣାମ । ସମଗ୍ର ବିଶ୍ୱ ଆଗରେ ସମ୍ମାନିତ ହେବାକୁ ଯାଉଛନ୍ତି କ୍ୟାପଟେନ ସ୍ମିତ । ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ମାନିତ କରିଛନ୍ତି। ଏହା ସହିତ ଆସନ୍ତା ଇସ୍ରାଏଲ୍ ସ୍ୱାଧୀନତା ଦିବସ ସମାରୋହରେ ଭାରତର […]
Source link
