Voice of Eastern India

କେରଳମ୍ ଛୁଇଁଲା ମୌସୁମୀ, ଚଳିତ ଥର ୮ ଦିନ ବିଳମ୍ବରେ ପହଞ୍ଚିଛି


କେରଳମ୍ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟରେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ମେ’ ୨୬ରେ ମୌସୁମୀ ପହଞ୍ଚିବା ନେଇ ଆକଳନ କରିଥିଲା IMD । ଏଥର ବିଳମ୍ବରେ କେରଳ ଛୁଇଁଛି ମୌସୁମୀ ବାୟୁ ।Monsoon hits Kerala, this time it has arrived 8 days late
Source link



Source link

Leave A Reply

Your email address will not be published.