ଡଙ୍ଗାରେ ହେଉଥିଲେ ନଦୀ ପାର୍, ଟାଣି ନେଲା କୁମ୍ଭୀର KALINGA By admin Last updated Aug 25, 2026 1 0 ରାଜକନିକା ୨୫।୦୮ : କେନ୍ଦ୍ରାପଡ଼ା ଖରସ୍ରୋତା ନଦୀରେ ପୁଣି ଅଘଟଣ । ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର । ଖରସ୍ରୋତା ନଦୀ ପାର୍ ହେବା ବେଳେ ଟାଣିନେଲା କୁମ୍ଭୀର । ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ । Source link Source link