Voice of Eastern India

ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ


ଆଜି ଦିଲ୍ଲୀର ମାଲ୍ୟବ ନଗରରେ ଥିବା ହୋଟେଲ ଫ୍ଲୋରିସ୍ ଷ୍ଟେରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ପରେ ଜୀବନ ବଞ୍ଚାଇବାକୁ ଅନେକ ଲୋକ କୋଠାରୁ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିବା ଜଣାପଡିଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।Massive fire breaks out in Delhi hotel, 20 dead
Source link



Source link

Leave A Reply

Your email address will not be published.