କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଡମକରଲା ଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରୀରେ ଆକ୍ରମଣ କରାଯାଇଛି।
ତେବେ ଘଟଣା ପରେ ଆକ୍ରମଣକାରୀ ଫେରାର ଥିବା ବେଳେ, ମଦନପୁର- ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
You Can Also Read: ଗାଁ ମନ୍ଦିର ପାଖ ଗଛରେ ଝୁଲୁଛି ମୃତଦେହ, ବେକରୁ ପାଦ ଯାଏଁ ବୋହୁଛି ରକ୍ତ
Updating…
