ମୁମ୍ବାଇ ୨୯।୧୧ : ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ । କ୍ରିଷ୍ଟଚର୍ଚ୍ଚରେ ଚାଲିଥିବା ୨ୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା । ମାତ୍ର ୨୪୬ରେ ଅଟକିଲା ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ । ଶତକରୁ ଅଳ୍ପକେ ବର୍ତ୍ତିଗଲେ ଧ୍ରୁବ ଜୁରେଲ୍ । ବାକି ଅନ୍ୟ କୌଣସି ବ୍ୟାଟର ସେତେଟେ ଭଲ୍ ସ୍କୋର କରିପାରିନାହାନ୍ତି ।
