Voice of Eastern India

‘ମନ କି ବାତ୍’ରେ ‘ବେଲପଣା’ର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


‘ମନ କି ବାତ୍’ରେ ଓଡିଶାର ପାରମ୍ପରିକ ‘ବେଲପଣା’ର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ରବିବାର ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ସେ ଖରାଦିନେ ଶରୀରକୁ ସୁସ୍ଥ, ସତେଜ ଓ ନିରୋଗ ରଖିବା ପାଇଁ ଦେଶର ବିଭିନ୍ନ ସ୍ଥାନର ପାରମ୍ପରିକ ପାନୀୟ ବିଷୟରେ ଆଲୋଚନା କରିଥିଲେ।PM praises ‘Belpana’ in ‘Mann Ki Baat’, CM thanks him
Source link



Source link

Leave A Reply

Your email address will not be published.