ରାଇରଙ୍ଗପୁର/ବାରିପଦା: ମୟୂରଭଞ୍ଜ ମାଟିରେ ପ୍ରଥମ ଥର ଲାଗି ଏକାଠି ହେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ସଜେଇ ହେଉଛି ପାହାଡପୁର,, ଅପେକ୍ଷା କରିଛି ରାଇରଙ୍ଗପୁର। ଚୂଡାନ୍ତ ହେଉଛି ପ୍ରସ୍ତୁତି , କଡ଼ା ସୁରକ୍ଷା ବଳୟ ଭିତରେ ହେବ ପୁରା କାର୍ଯ୍ୟକ୍ରମ। ଏଣେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଓ; ଆସନ୍ତା ୧୯ ଓ ୨୦ ତାରିଖ ମୟୂରଭଞ୍ଜ ଲାଗି ହେବାକୁ ଯାଉଛି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ରାଷ୍ଟ୍ରପତି […]
Source link
