ନୂଆଦିଲ୍ଲୀ ୦୭।୧୧ : ଆଲୋକର ପର୍ବ ଦୀପାବଳି… ଏହି ଦିନ ରାବଣକୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ତାଙ୍କ ଫେରିବା ଖୁସିରେ ଦୀପରେ ସଜେଇ ହୋଇଥିଲା ପୁରା ନଗର । ସେବେଠାରୁ ଏହି ଆଲୋକର ପର୍ବ ପାଳନ ହୋଇଆସୁଛି । ଏହି ଦିନ ଦୀପଜାଳି, ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ବାଣ୍ଟନ୍ତି ସଭିଏଁ । ହେଲେ ଆପଣ ଜାଣନ୍ତି କି ? ଭାରତରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ଦୀପାବଳିରେ […]
Source link
