Voice of Eastern India

ସାବଧାନ ! ଗୁପଚୁପ ଖାଉଛନ୍ତି କି ? ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି, ମିଶୁଥିଲା କେମିକାଲ ରଙ୍ଗ


କଟକ ୧୩।୧୧: ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ । ଚଟପଟା ଗୁପଚୁପ ନାଁରେ ପରସା ଯାଉଛି ବିଷ । କଟକ ସିଡିଏ ବସ୍ତି ଅଞ୍ଚଳରେ ଗୁପଚୁପ ପ୍ରସ୍ତୁତ ହେଉଥିବା ସ୍ଥାନକୁ ଦେଖିଲେ ଏମିତି ଅନୁମେୟ ହୁଏ । ଏଭଳି ଅସ୍ୱାସ୍ଥ୍ୟକର ସ୍ଥାନରେ ତିଆରି ଚାଲିଥିଲା ଗୁପଚୁପ । ନା ଅଛି ପରିଷ୍କାର ପରିଚ୍ଛନ୍ନତା, ନା ଅଛି କୌଣସି ଖାଦ୍ୟ ସୁରକ୍ଷାର ମାନଦଣ୍ଡ । ଅପରିଷ୍କାର ଓ ଦୁର୍ଗନ୍ଧମୟ ପରିବେଶରେ ତିଆରି ହେଉଥିଲା ହଜାର ହଜାର ଗୁପଚୁପ […]



Source link

Leave A Reply

Your email address will not be published.