Voice of Eastern India

୧୨ ଦିନ ପରେ ବି ରହସ୍ୟ ଉପରୁ ହଟୁନି ପରଦା, ୩ ଥର ବିଫଳ ପରେ ଶୁଭଶ୍ରୀଙ୍କ ମୃତଦେହ ଖୋଜୁଛି ଅଗ୍ନିଶମ ବାହିନୀ


ପଟ୍ଟାମୁଣ୍ଡାଇ ୭।୧୦: ହଂସୁଆ ନଦୀରେ ଶୁଭଶ୍ରୀଙ୍କ ମୃତଦେହ ଖୋଜା । ମୃତଦେହ ଖୋଜୁଛି ଅଗ୍ନିଶମ ବାହିନୀ । କେନ୍ଦ୍ରାପଡ଼ା ରାଜନଗର ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ଘଟଣକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଘଟଣାର ଖିଅ ପାଉନି । ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିଲା । ଏହି ମୃତଦେହ ସମ୍ପର୍କରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ ମୃତ ଶୁଭଶ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ […]



Source link

Leave A Reply

Your email address will not be published.