Voice of Eastern India

୫ ମାସରେ ୩ ଥର ବଢ଼ିଲା ବସ୍ ଭଡ଼ା, ବସ୍ ମାଲିକଙ୍କୁ ଖୁସି କରାଇ ଯାତ୍ରୀଙ୍କୁ ମହଙ୍ଗା ମାଡ଼


ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ଗତ ୫ ମାସ ମଧ୍ୟରେ ତୃତୀୟ ଥର ପାଇଁ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବସ୍ ମାଲିକ ସଂଘର ଚାପରେ ପୂର୍ବରୁ ମାତ୍ର ୧୭ ଦିନର ବ୍ୟବଧାନରେ ଦୁଇ ଦୁଇ ଥର ଭଡ଼ା ବଢ଼ାଯାଇଥିବା ବେଳେ, ଏବେ ପୁଣି ଯାତ୍ରୀଙ୍କ ଉପରେ ପଡ଼ିଛି ମହଙ୍ଗା ମାଡ଼ । ପରିବହନ ବିଭାଗର ନୂଆ ବିଜ୍ଞପ୍ତି ଅନୁସାରେ, ବସ୍ ଭଡ଼ା କିଲୋମିଟର ପିଛା ବର୍ଗ […]



Source link

Leave A Reply

Your email address will not be published.