Voice of Eastern India

ପ୍ରଥମ ବନ୍ୟାର ପାଣି ଛାଡ଼ିନି, ପୁଣି ବଢ଼ିଲା ସୁବର୍ଣ୍ଣରେଖା ; ନଦୀକୁଳିଆଙ୍କୁ ଘାରିଲା ଭୟ

Published By: Abhilipsa – Prameya-News7 Bureau |
August 19, 2026 11:38 AM

NEWS7

<!–

–>

<!–

ଜଳେଶ୍ବର ୧୯।୮: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀରେ ଏହା ହେଉଛି ଦ୍ୱତୀୟ ବନ୍ୟା ପାଣି। ପ୍ରଥମ ବନ୍ୟା ଗତ ଅଗଷ୍ଟ ୧୪ ତାରିଖରେ ଆସିଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାଏ ପାଣି ଛାଡି ନଥିବା ବେଳେ ଆଉ ଏକ ବନ୍ୟା ନଦୀକୁଳିଆ ବାସୀଙ୍କୁ ଡରାଇଲାଣି । ଗତକାଲି ବାଲେଶ୍ୱର ଜିଲ୍ଲପାଳ ଓ ରାଜ୍ୟ ଯୋଗାଣ ନିଗମର ନିର୍ଦ୍ଦେଶକ ଭୋଗରାଇ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି ।

Source link

Source link

Leave A Reply

Your email address will not be published.