ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ୍, ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ମିଳିବ ସମ୍ମାନ
Published By: Ajit – Prameya-News7 Bureau |
October 07, 2026 03:48 PM
NEWS7
<!–
–>
ଷ୍ଟକହୋମ୍: ରୟାସନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ "ଅସମିତିକ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର ପ୍ରଭାବ ଏବଂ ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। । ହେନରୀ କାଗାନ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ଏବଂ କେନସୋ ସୋଆଇ ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।
–>
ଷ୍ଟକହୋମ୍: ରୟାସନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ “ଅସମିତିକ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର ପ୍ରଭାବ ଏବଂ ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। । ହେନରୀ କାଗାନ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ଏବଂ କେନସୋ ସୋଆଇ ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।
