Gopabandhu Das Jayanti: ତ୍ୟାଗ, ସେବା ଓ ସମର୍ପଣର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ, ତାଙ୍କ ଆଦର୍ଶରେ ଗଢ଼ିବ ବିକଶିତ ଓଡ଼ିଶା
ଭୁବନେଶ୍ବର ୯।୧୦: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ । ଗୋପବନ୍ଧୁ ଦାସ ନିଜର ସମଗ୍ର ଜୀବନ ଓ ଯୌବନକୁ ଓଡ଼ିଶା ମାଟି ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କରିଥିଲେ । ବିଶେଷକରି ଗରିବ, ଅବହେଳିତ ଓ ସମାଜର ତଳସ୍ତରରେ ଥିବା ଲୋକଙ୍କ ଉନ୍ନତି ପାଇଁ ସେ ସର୍ବଦା ଚିନ୍ତିତ ରହୁଥିଲେ । ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବିଜେପି, ବିଜେଡି ଭଳି ରାଜନୈତିକ ଦଳ ସହ ବିଭିନ୍ନ […]
Source link
