ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଦେବୀତି ଗ୍ରାମସ୍ଥିତ ଜୟ ମାତା ଦି ଫଙ୍କସନ୍ ହଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭୦ ଜଣଙ୍କୁ ଅଟକ ରଖିଛି । ଏହି ଚଢ଼ାଉରେ ନଗଦ ୧୨ ଲକ୍ଷ ଟଙ୍କା ସହ ୧୨ଟି କାର୍, ୧୦ଟି ବାଇକ୍ ଏବଂ ୬୦ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ସୂଚନା ଅନୁଯାୟୀ, ଫଙ୍କସନ୍ ହଲ୍ରେ ବଡ଼ ଜୁଆ ଖେଳ […]
Source link
