Voice of Eastern India

ଅଲିଭ୍ ରିଡ୍‌ଲେଙ୍କ ଆଗମନ ପୂର୍ବରୁ ସମୁଦ୍ରରେ କଟକଣା, ବେଆଇନ ଟ୍ରଲର ଉପରେ ରହିବ କଡ଼ା ନଜର


ପୁରୀ ୧।୧୧: ନଭେମ୍ବର ୧ ତାରିଖ ଅର୍ଥାତ୍ ଆଜି ଠାରୁ ୨୦୨୭ ମେ’ ୩୧ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ର ଉପକୂଳରେ ଲାଗିଲା ମାଛଧରା କଟକଣା। ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ଓଡ଼ିଶା ଉପକୂଳକୁ ହେବ। ସମୁଦ୍ର ଜଳରାଶିରେ ଅଲିଭ ରିଡ଼ଲେ କଇଁଛଙ୍କ ମିଳନ ପରେ କଇଁଛ ମାନେ ଅଣ୍ଡାଦାନ ପାଇଁ ଓଡ଼ିଶା ଉପକୂଳକୁ ଆସିବେ। ଏଣୁ ଟ୍ରଲର ଏବଂ ମେସିନ୍ ଚାଳିତ ଡଙ୍ଗା ମାଡ଼ରେ ଯେଭଳି କୌଣସି ଅଲିଭ ରିଡ଼ଲେ କଇଁଛଙ୍କର ମୃତ୍ୟୁ […]



Source link

Leave A Reply

Your email address will not be published.