ବଲାଙ୍ଗିର ୭।୧୧: ବଲାଙ୍ଗିର ସହରରେ ଏବେ ମାତିଛନ୍ତି ଲୁଟେରା ଓ ନିଶା ମଫିଆ । କେତେ ବେଳେ କାହା ଘରେ ପଶି ଲୁଟୁଛନ୍ତି ତ ଆଉ କେତେବେଳେ କାହା ଠାରୁ ଡକାୟତି କରୁଛନ୍ତି । ଏହା ଭିତରେ ଏବେ ସକ୍ରିୟ ନିଶା ମଫିଆ । ବଲାଙ୍ଗିରରେ ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ ପାଇଁ ଡିଲ କରୁଥିବା ବେଳେ ଧରିଛି ପୋଲିସ । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ତାଙ୍କ ଠାରୁ ଗୋଟିଏ […]
Source link
