Voice of Eastern India

ଭାରତର ପ୍ରଥମ ଇନିଂସ ୨୪୬ ରନ୍‌ରେ ଶେଷ, ଶତକ ହାତଛଡ଼ା କଲେ ଜୁରେଲ


ମୁମ୍ବାଇ ୨୯।୧୧ : ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ । କ୍ରିଷ୍ଟଚର୍ଚ୍ଚରେ ଚାଲିଥିବା ୨ୟ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା । ମାତ୍ର ୨୪୬ରେ ଅଟକିଲା ଟିମ୍‌ ଇଣ୍ଡିଆର ପ୍ରଥମ ଇନିଂସ । ଶତକରୁ ଅଳ୍ପକେ ବର୍ତ୍ତିଗଲେ ଧ୍ରୁବ ଜୁରେଲ୍‌ । ବାକି ଅନ୍ୟ କୌଣସି ବ୍ୟାଟର ସେତେଟେ ଭଲ୍‌ ସ୍କୋର କରିପାରିନାହାନ୍ତି ।

Source link



Source link

Leave A Reply

Your email address will not be published.