Badbil family dispute: ବଡ଼ବିଲରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ଆକ୍ରମଣ ପରେ ପହଞ୍ଚିଲେ ଭାଇ, ଯୁକ୍ତିତର୍କରୁ ଭିଣୋଇଙ୍କ ମୃତ୍ୟୁ
୩।୧୦: ବଡ଼ବିଲରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଉଲିବୁରୁ ବୁରୁସାହିରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ମୃତର ହେଲେ ବନମାଳୀ ମୁଣ୍ଡା । ସୂଚନା ଅନୁଯାୟୀ, ମୃତ ବନମାଳୀ ବିଭିନ୍ନ ସମୟରେ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିଲେ । ଗତ ମଙ୍ଗଳବାର ଏକ ଟାଙ୍ଗିଆରେ ବନମାଳୀ ପତ୍ନୀଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଶୁକମତି […]
Source link
