ଉଦଳା ୧୩।୮: ନିଜକୁ ବିଡ଼ିଓ ପରିଚୟ ଦେଇ ଲୁଟ୍ । କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାକୁ କହି ପ୍ରିନ୍ସିପାଲଙ୍କ ନିକଟରୁ ଲୁଟିନେଲେ ସାଇବର ଲୁଟେରା । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଘଟିଛି ଏଭଳି ସାଇବର ଠକୋଇ ଘଟଣା । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କୁ ନିକଟକୁ ଏକ ନମ୍ବରରେ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡିଓ ପରିଚୟ ଦେଇ କଲେଜରେ ସୋଲାର ପ୍ରୋଜେକ୍ଟ […]
Source link
