Voice of Eastern India

Rajmahal Square makeover: ବଦଳିବ ରାଜମହଲ ଛକର ଚିତ୍ର ; ଫ୍ଲାଏଓଭର ତଳେ ପାର୍କିଂ, ଲାଗିବ ଆଳଙ୍କାରିକ ବୃକ୍ଷ


ଭୁବନେଶ୍ବର ୪।୧୦: ନୂଆ ରୂପ ପାଇବ ଜନପଥର ବ୍ୟସ୍ତବହୁଳ ରାଜମହଲ ଛକ ଫ୍ଲାଏଓଭର । ଅବ୍ୟବହୃତ ସ୍ଥାନ ପଲଟିବ ପାର୍କିଂ ସ୍ଥଳ । ୫୬୨ ମିଟର ଲମ୍ବର ଏହି ଫ୍ଲାଏଓଭର ତଳେ ଥିବା ଖାଲି ସ୍ଥାନକୁ ପାର୍କିଂ ଭାବେ ବିକାଶ କରାଯାଇ ଏଜି ଛକରୁ କଳ୍ପନା ଛକ ମଧ୍ୟରେ ହେଉଥିବା ପାର୍କିଂ ସମସ୍ୟା ଦୂର କରାଯିବ । ଏଥି ସହିତ ସାଧାରଣ ଲୋକ ବସିବା ପାଇଁ ଚେୟାର ପଡ଼ିବ । କେବଳ ସେତିକି ନୁହେଁ ଆକର୍ଷଣୀୟ ଆଳଙ୍କାରିକ […]



Source link

Leave A Reply

Your email address will not be published.