Voice of Eastern India

Rekha turns 72: ଅଭିନୟକୁ ନାପସନ୍ଦ କରୁଥିଲେ ମାଡ୍ରାସର ଝିଅ ରେଖା, ବନିଗଲେ ବଲିଉଡ୍‌ର ଲେଡି ସୁପରଷ୍ଟାର 


ମୁମ୍ବାଇ: ଭାନୁରେଖା ଗଣେଶନ ଓରଫ ରେଖା । ଅକ୍ଟୋବର ୧୦, ୧୯୫୪ରେ ସେ ମାଡ୍ରାସରେ ଜନ୍ମଗ୍ରହଣ କରିଥି​‌ଲେ ।  ବାପା ଥିଲେ ଜଣେ ତାମିଲ ଅଭିନେତା, ମା’ ତେଲୁଗୁ ଅଭିନେତ୍ରୀ । ଶିଶୁ କଳାକାର ଭାବରେ ଫିଲ୍ମ ଦୁନିଆରେ ପାଦ ଥାପନ୍ତି ରେଖା  । ପରେ ପରେ ୧୯୭୦ରେ ବିଲିଉଡ୍‌ରେ ହୁଏ ଗ୍ରାଣ୍ଡ ଏଣ୍ଟ୍ରି । ହିନ୍ଦୀ ସିନେମାରେ ‘ସାୱନ୍ ଭାଦୋଁ’ ଜରିଆରେ ଡେବ୍ୟୁ କରିଥିଲେ ରେଖା । କିନ୍ତୁ ୭ରୁ ୮ ବର୍ଷ ପର୍ଯ୍ୟନ୍ତ ସେ […]



Source link

Leave A Reply

Your email address will not be published.