ନୀଳଗିରି ୨୨।୮: ନୀଳଗିରି ମିତ୍ରପୁର ନିକଟ ବ୍ଲୁ ଲେକ୍ରେ ପୁଣି ଅଘଟଣ । ପାଣିରେ ବୁଡ଼ି ୨ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର । ଉଭୟ ଫକୀର ମୋହନ କଲେଜର ଛାତ୍ର ହୋଇଥିବା ଜଣାପଡ଼ିଛି ।
Also Read:- ଓଡ଼ିଶାରୁ ଗୁଜରାଟ-ଆସାମ-କୋଲକାତା ଯାଏଁ ଲମ୍ବିଛି ଠକେଇ ଚେନ୍ : ସହଯୋଗୀ ଗିରଫ, ମାଷ୍ଟରମାଇଣ୍ଡକୁ ଚାଲିଛି ଖୋଜା
୩ ଜଣ ଛାତ୍ର ବ୍ଲୁ ଲେକ୍ ବୁଲିବାକୁ ଆସିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ତେବେ ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଅଛନ୍ତି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
Watch Video:
