Voice of Eastern India

ମୋତେ ଆଉ ଚନ୍ଦ୍ରିକା ଭଲ ଲାଗୁନି, ବାହାହେବି କେମିତି.. ମାଆଙ୍କୁ ଏମିତି କହିଥିଲା ବୟଫ୍ରେଣ୍ଡ

Published By: Ruby – Prameya-News7 Bureau |
June 06, 2026 03:32 PM

NEWS7

<!–

–>

<!–

ଉଦଳା ୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । କଲ୍ ରେକର୍ଡିଂ ଖୋଲିଦେଲା ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରେମ ସମ୍ପର୍କ ଭିତରେ ତୃତୀୟ ଯୁବତୀଙ୍କ ଏଣ୍ଟ୍ରି ପରର ଚିତ୍ର । ସାମ୍ନାକୁ ଆସିଥିବା କଲ୍ ରେକର୍ଡିଂରେ ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମାଆ ହୀରାମଣି ହାଁସଦା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ବୁଝାଉଥିବା ଶୁଣାଯାଇଛି । ସେ ଆଉ ଚନ୍ଦ୍ରିକାଙ୍କୁ ଭଲପାଉ ନାହାନ୍ତି, ଚନ୍ଦ୍ରିକାଙ୍କ ପ୍ରତି ଆଉ ତାଙ୍କର ଭଲ ପାଇବା ଆସୁନାହିଁ ବୋଲି ପୁରୁଷ ବନ୍ଧୁ କହିଛନ୍ତି । ଏହା ସହିତ ଦୁଇ ପକ୍ଷରୁ ଭଲ ପାଇବା ନ ରହିଲେ ବାହାଘର କେମିତି ହେବ ବୋଲି ସେ କହିଛନ୍ତି । ଦୀର୍ଘ ବର୍ଷର ସମ୍ପର୍କ କିଛି ନୁହେଁ ବୋଲି ସେ କହିଛନ୍ତି ।

Also Read:- El Niño ପ୍ରଭାବ ଦେଶ ଉପରେ କମ୍ ପଡିପାରେ, ଏହା ସମ୍ପୂର୍ଣ୍ଣ ରୂପେ IOD ଉପରେ ନିର୍ଭରଶୀଳ

ଉଭୟଙ୍କ ମଧ୍ୟରେ ଝଗଡା ପରେ ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କଥା ହେବା ପାଇଁ ତାଙ୍କ ମାଆଙ୍କୁ ଚାଟିଂ କରିଥିବା ମଧ୍ୟ ସାମ୍ନାକୁ ଆସିଛି । ଗତ ବୁଧବାର ଦିନ ଚନ୍ଦ୍ରିକା ନିଜ ପୁରୁଷ ବନ୍ଧୁଙ୍କ ଭାଇ ସହିତ କଥା ହେବା ପାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ କେଶ କରିବାକୁ ମେସେଜରେ ତାଙ୍କ ମାଆଙ୍କୁ ଜଣାଇଛନ୍ତି ।

ଶୁଣନ୍ତୁ ଚନ୍ଦ୍ରିକାଙ୍କ ମାଆ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା…

Source link

Source link

Leave A Reply

Your email address will not be published.