ମୋହନା ୧।୧୧: ବାତ୍ୟା ଓ ଲଘୁଚାପ ଆସିଲେ ଭୟଭୀତ ହେଉଛନ୍ତି ଗଜପତି ଜିଲ୍ଲାବାସୀ l ବିଶେଷ କରି ପାହାଡ଼ ପର୍ବତ ଅଞ୍ଚଳରେ ରହୁଥିବା ଲୋକେ ଅଧିକ ଭୟଭୀତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି l ଗତ ୨୦୧୮ରେ ତିତିଲି ବାତ୍ୟାରେ ଗଙ୍ଗାବlଡ ବାରଘର ଗାଁରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପିହୋଇ ଗାଁର ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ବାତ୍ୟାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଜିଲ୍ଲାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା l […]
Source link
