Voice of Eastern India

ଲଗାଣ ବର୍ଷାରେ ଜଳମଗ୍ନ ମା’ ନାରାୟଣୀ ମନ୍ଦିର, ତଥାପି ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼


ଖଲ୍ଲିକୋଟ ୨୭।୯: ସମୁଦ୍ରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଗତ ୩ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ବର୍ତ୍ତମାନ ବର୍ଷା ଛଡିଥିଲେ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳପ୍ରଳୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ଖଲ୍ଲିକୋଟ ସ୍ଥିତ ପ୍ରସିଦ୍ଧ ମା’ ନାରାୟଣୀ ମନ୍ଦିର ପରିସରରେ ଜଳମଗ୍ନ ସ୍ଥିତି ଦେଖିବାକୁ ମିଳିଛି । ପାହାଡ଼ ଉପରୁ ପ୍ରବଳ ବେଗରେ ଅନବରତ ବର୍ଷା ପାଣି ଖସୁଥିବାରୁ ମନ୍ଦିରକୁ […]



Source link

Leave A Reply

Your email address will not be published.