Voice of Eastern India

ଅଁଳା ନବମୀ ପୂର୍ବରୁ ସୁରକ୍ଷା ସମୀକ୍ଷା : ସାକ୍ଷୀଗୋପାଳ ମନ୍ଦିରରେ ମୋବାଇଲ୍ ମନା, IGଙ୍କ କଡ଼ା ନିର୍ଦ୍ଦେଶ


ସାକ୍ଷୀଗୋପାଳ ୧୫।୧୧: ଆଗକୁ ଆସୁଛି ପବିତ୍ର ଅଁଳା ନବମୀ ଯାତ୍ରା । ଏହି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ନେଇ ତତ୍ପର ହୋଇଉଠିଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି ପୋଲିସ ଆଇଜି ସତ୍ୟଜିତ ନାୟକ । ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣକୁ ନେଇ ପୋଲିସ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଆଇଜି । ଯାତ୍ରା ସମୟରେ […]



Source link

Leave A Reply

Your email address will not be published.