Voice of Eastern India

କୋଟିଆରେ ଆନ୍ଧ୍ର ପ୍ରଦେଶ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା


କୋରାପୁଟ ୧୦।୬: କୋଟିଆରେ ଆନ୍ଧ୍ର ମନ୍ତ୍ରୀ । ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମ୍ମିଡି ସନ୍ଧ୍ୟା ରାଣୀ କୋଟିଆରେ ପହଞ୍ଚିଛନ୍ତି । କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସା ଗ୍ରାମରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମନ୍ତ୍ରୀ ।

Also Read:- ସାବଧାନ… ଅପରାହ୍ନରେ କାଚିବ ବର୍ଷା, ୬୦ କିମି ବେଗରେ ବହିବ ପବନ

ରାସ୍ତା ଉଦ୍ଘାଟନ ପରେ ନେରେଡିବାଲସା ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆନ୍ଧ୍ର ମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Source link



Source link

Leave A Reply

Your email address will not be published.