ଉଦଳା ୨।୧୧: ବେପରୁଆ ଭାବେ ଦ୍ରୁତ ଗତିରେ ଆସିଲା, ଆଉ ଦୁଇଟି ଅଟୋକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ୮ରୁ ଅଧିକ ହେଲେ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା ଥାନା ବିସିପୁର ଛକ ନିକଟରେ । ମୟୁରଭଞ୍ଜ ଜିଲ୍ଲା ଉଦଳା ବୈରାଟପୁର ଅଞ୍ଚଳରୁ ପୂଜା ସାରି ଦୁଇ ଗୋଟି ଅଟୋରେ ୧୩ ଜଣ ପରିବାର ସଦସ୍ୟ ବାରିପଦା ଅଭିମୁଖେ ଫେରୁଥିଲେ । ହେଲେ ବିସିପୁର ଛକ ନିକଟରେ ଦ୍ରୁତ ଗତିରେ ବେପରୁଆ ଭାବେ […]
Source link
