Voice of Eastern India

ପାଠ୍ୟ ପୁସ୍ତକରେ ତ୍ରୁଟି : SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ତଦନ୍ତ କମିଟିର ତନାଘନା


ଭୁବନେଶ୍ବର ୨୪।୬:ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ଆଜି ସନ୍ଧ୍ୟା ସୁଦ୍ଧା ନିଆଯିବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ତଦନ୍ତକାରୀ କମିଟି।SCERT କାର୍ଯ୍ୟାଳୟରୁ ବାହାରିଲେ ତଦନ୍ତକାରୀ ଟିମ୍ । SCERT କାର୍ଯ୍ୟାଳୟରେ ଘାଣ୍ଟିଛି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ତଦନ୍ତ କମିଟି। ଆଜି ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ।

SCERT ଅଫିସ ରେ ପହଁଚି ଛାନଭିନ୍ ଚଳାଇଥିଲେ ତଦନ୍ତ କମିଟି ସଦସ୍ୟ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚବ ତଥା ତଦନ୍ତ କମିଟି ସଦସ୍ୟ ବିଜୟ କେତନ ଉପାଧ୍ୟାୟ, ଗଣ ଶିକ୍ଷା ସଚିବ ତିରୁମଲା ନାୟକଙ୍କ ସହ ଯୋଜନା ଓ ସଂଯୋଜନା ବିଭାଗ ଅଧିକରୀ ପହଂଚି ଛାଭଭିନ୍ କରିଛନ୍ତି। ବହି ଭୁଲର କାରଣ ଖୋଜିଛନ୍ତି ଟିମ୍ ।

Source link



Source link

Leave A Reply

Your email address will not be published.