ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁଙ୍କ ଗୋଚରକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ । ଶାସ୍ତ୍ର ଅନୁସାରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ କୁହାଯାଏ। ପ୍ରାୟ ୧୮ ମାସ ପରେ ଡିସେମ୍ବର ୫ ତାରିଖରେ ରାଶି ପରିବର୍ତ୍ତନ କରିବେ ଏହି ଦୁଇ ଛାୟା ଗ୍ରହ। ରାହୁ କୁମ୍ଭ ଛାଡ଼ି ମକରକୁ ଯିବେ, ଆଉ କେତୁ ସିଂହ ଛାଡ଼ି କର୍କଟ ରାଶିରେ ପ୍ରବେଶ କରିବେ। ଏହି ଗୋଚରର ପ୍ରଭାବରେ କାହାର ଭାଗ୍ୟ ଚମକିବ, […]
Source link
