ବାଣ ଧୂଆଁରେ ବଢ଼ୁଛି ସ୍ୱାସ୍ଥ୍ୟ ସମସ୍ୟା, ଆଖିଠୁ ଫୁସଫୁସ୍, ସବୁଠି ପଡ଼ୁଛି ପ୍ରଭାବ, ଆସ୍ଥମା ରୋଗୀ ରୁହନ୍ତୁ ଅଧିକ ସତର୍କ !
ଭୁବନେଶ୍ବର ୮/୧୧ : ଆଜି ପୁର ଠୁ ପଲ୍ଲୀ ସବୁଠି ପାଳନ ହେଉଛି ଦୀପାବଳି ଉତ୍ସବ । ପର୍ବପର୍ବାଣୀ ହେଉ କି ଖୁସିର ମୁହୂର୍ତ୍ତ, ଉତ୍ସବକୁ ଆହୁରି ରଙ୍ଗୀନ କରିବା ପାଇଁ ଅନେକ ଲୋକ ବାଣ ଫୁଟାଇଥାନ୍ତି । ଆଉ ଆଜି ଶୁଭ ଦୀପାବଳି ଅବସରରେ ସମଗ୍ର ଦେଶବାସୀ ବହୁ ମାତ୍ରାରେ ବାଣ ଫୁଟାଇବେ । ଯାହା ଫଳରେ ବାୟୁମଣ୍ଡଳରେ ଧୂଆଁର ପରିମାଣ ବେଶୀ ରହିବ । ହେଲେ ଏହି କିଛି ମିନିଟର ଖୁସି ଶରୀର ପାଇଁ ଆଣିପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । […]
Source link
