ଆସିକା: ବାତ୍ୟା ଅର୍ଣ୍ଣବ ଗଞ୍ଜାମ ଜିଲ୍ଲାରେ ସବୁ କିଛି ଉଜାଡ଼ି ଦେଇଛି l କାହାର ଘର ଭାଙ୍ଗିଛି ତ ଆଉ କାହାର ଫସଲ ନଷ୍ଟ ହୋଇଛି l ଏହାରି ଭିତରେ ବାତ୍ୟା ଛାଡ଼ିବାର ୧୨ ଦିନ ପରେ ବି ସ୍ଥିତି ସୁଧୁରି ପାରିନି l ବାତ୍ୟାରେ ପ୍ରଭାବିତ ହୋଇଥିବା ଅନେକ ସ୍କୁଲରୁ ଏବେ ବି ପଙ୍କ ଓ କାଦୁଅ ସଫା ଚାଲିଥିବା ବେଳେ ସ୍କୁଲ ଗୁଡିକ ବନ୍ଦ ରହିଛି l ସ୍କୁଲ ପରିସରରୁ ବିଷାକ୍ତ ସାପ ବାହାରୁ […]
Source link
