<!–
ମଞ୍ଚେଶ୍ବର ଥାନା ASI ଚାକିରିରୁ ବହିଷ୍କୃତ। ରାଜେଶ କୁଲ୍ଲୁଙ୍କୁ ଚାକିରିରୁ ବହିଷ୍କାର କଲେ ସରକାର
Published By: Kirti – Prameya-News7 Bureau |
June 18, 2026 02:12 PM
NEWS7
<!–
–>
ଭୁବନେଶ୍ୱର ୧୮।୦୬ : ମଞ୍ଚେଶ୍ବର ଥାନା ASI ଚାକିରିରୁ ବହିଷ୍କୃତ। ରାଜେଶ କୁଲ୍ଲୁଙ୍କୁ ଚାକିରିରୁ ବହିଷ୍କାର କଲେ ସରକାର । ଲାଞ୍ଚ ନେଇ ଭିଜିଲ୍ଲାନ୍ସ ହାତରେ ଧରାପଡିଥିଲେ କୁଲ୍ଲୁ । ଏକ ମାମାଲା ରଫା ଦଫା ପାଇଁ ନେଉଥିଲେ ଲାଞ୍ଚ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ହୋମଗାର୍ଡଙ୍କୁ ବହିଷ୍କାର ପାଇଁ ନୋଟିସ୍। ହୋମଗାର୍ଡ ଜ୍ୟୋତିରଞ୍ଜନ ବେହେରା ଏବଂ ଅବଦୁଲ ସରଫରାଜ ଖାନ।
ତେବେ
Watch Video:-