ଜଳେଶ୍ବର ୩।୧୦: ଦୁଃଖ ଦେଇଗଲା ସୁବର୍ଣ୍ଣରେଖା । ଗାଧୋଇବା ବେଳେ ଜୀବନ ହରାଇଲେ ପର୍ଯ୍ୟଟକ । ଅନ୍ୟ ଏକ ଘଟଣାରେ ବୁଡ଼ିଯାଇ ଦୁଇ ନାବାଳକ ନିଖୋଜ । ଗୋଟିଏ ଘଟଣା ବସ୍ତା ରାଜଘାଟ ଠାରେ ଘଟିଥିବା ବେଳେ ଅନ୍ୟ ଘଟଣାଟି ଘଟିଛି ଶେଖବାଡ଼ି ନିକଟରେ । ଜଣେ ନାବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଘଣ୍ଟା ଖୋଜାଖୋଜି ପରେ ମିଳିଲା ମୃତଦେହ […]
Source link
