ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନରେ ବିଏମସିର ଓ୍ୱେଷ୍ଟ ଟୁ ଆର୍ଟ ପ୍ରଦର୍ଶନୀ, ଆକର୍ଷଣ ସାଜିଲା ‘କବାଡ଼ ସେ ଯୁଗାଡ଼’ ମେଳା
ଭୁବନେଶ୍ୱର: ‘କବାଡ଼ ସେ ଯୁଗାଡ଼’, ‘କବାଡ଼ ସେ କଳା’ ଓ ‘ପ୍ଲାଷ୍ଟିକ୍ ରିସାଇକ୍ଲିଂ ମେଳା’ ମାଧ୍ୟମରେ ବର୍ଜ୍ୟ ପରିଚାଳନାର ବାର୍ତ୍ତା ଦେଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁର ସୁଚାରୁ ପରିଚାଳନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନ ଅଧୀନରେ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ବିଏମସି ମୁଖ୍ୟ କାର୍ଯ୍ୟାଳୟର ୟୁ.ଜି. ଫ୍ଲୋରରେ ଆୟୋଜିତ ଏହି ପ୍ରଦର୍ଶନୀରେ ବର୍ଜ୍ୟକୁ ସମ୍ପଦରେ […]
Source link
