Voice of Eastern India

୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ, ହାଇ-ଆଲର୍ଟରେ ୫ ଜିଲ୍ଲା, ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ


ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷାରେ ଭିଜୁଛି ପୂରା ଓଡି଼ଶା। ସକାଳୁ ପାଗ କୋହଲିଆ ରହିଥିଲା। କିନ୍ତୁ ମଧ୍ୟାହ୍ନ ପରେ ହଠାତ ବଦଳିଯାଇଥିଲା ପାଗ। ଉପକୂଳରୁ ଆଭ୍ୟନ୍ତରୀଣ। ଦକ୍ଷିଣରୁ ପଶ୍ଚିମ ସବୁଠି କୋପ ଦେଖାଇବ ଲଘୁଚାପ। ଏନେଇ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ରେଡ୍‌, ଅରେଞ୍ଜ ଓ ୟେଲୋ ଓ୍ୱାର୍ଣ୍ଣିଂ […]



Source link

Leave A Reply

Your email address will not be published.