ଉଦଳା ୨୮।୯: ଶୂନଶାନ ଗାଁ ରାସ୍ତା, ନିରବି ଯାଇଛି କୋଳାହଳ । କିଏ ଗାଁ ରାସ୍ତାରେ ଥିବା ଚାନ୍ଦିନୀ ଉପରେ ବସି ରହିଛି ତ ଆଉ କିଏ ଉଜୁଡା ଘର ଆଗରେ ଏକା ଭଙ୍ଗା କାନ୍ଥକୁ ଚାହିଁ ବସିଛି । ଆଉ କିଏ ହାତରେ ଠେଙ୍ଗା ଧରି ଘର ଆଗରେ ବୁଲୁଛି । ପୁଣି କିଏ ପଲିଥିନ ତଳେ ରାତି ଅନିଦ୍ରା ରହି ଟିକିଏ ବିଶ୍ରାମ ଦେବାକୁ ଚେଷ୍ଟା କରୁଛି । ପୁଣି କିଏ ଗୃହପାଳିତ ପଶୁଙ୍କୁ […]
Source link
