ପୁରୀ ୧୫।୧୧: ନରେନ୍ଦ୍ର ପୁଷ୍କରିଣୀର ପାରିପାର୍ଶ୍ବିକ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ସମେତ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ସହ ଦଶାହ କାର୍ଯ୍ୟ ଇତ୍ୟାଦି କରୁଥିବାରୁ ସେମାନଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ନରେନ୍ଦ୍ର ପୁଷ୍କରିଣୀ ସମ୍ମୁଖରେ ବ୍ୟାପକ ଟଏଲଟ୍ର ବ୍ୟବସ୍ଥା ହୋଇଥିବା ବେଳେ ଏବେ ସେଠାରେ ଅଭ୍ୟର୍ଥନା କେନ୍ଦ୍ର […]
Source link
