କନ୍ଧମାଳ ୧୦।୮: କେବେ କାଉଡିଆ ବେଶରେ ତ କେବେ କାଜୁ ବୋଝେଇ ଟ୍ରକରେ ଭିନ୍ନ ଭିନ୍ନ ଅଭିନବ ଉପାୟରେ ବେଧଡ଼କ ଭାବେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରିବାକୁ ପଛାଉ ନାହାନ୍ତି ମାଫିଆ । କାଉଡିଆ ବେଶରେ ଦୁଇ ଜଣ ଗିରଫ ହେବା ପରେ ଏବେ କାଜୁ ବୋଝେଇ ଟ୍ରକରୁ ମିଳିଛି ବିପୁଳ ପରିମାଣର ଗଞ୍ଜେଇ । କନ୍ଧମାଳରୁ ମହାରାଷ୍ଟ୍ରକୁ କାଜୁ ଚୋପା ବୋଝେଇ ଟକ୍ରେ ଗଞ୍ଜେଇ ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ ଚଢ଼ଉ କରି ୧୦ […]
Source link
